ଭୁବନେଶ୍ୱରରୁ ଜବତ ହେଲା ପାଖାପାଖି ଅଢେଇ କିଲୋଗ୍ରାମର ଚୋରା ସୁନା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖରୁ ଡିଆରଆଇ ବା ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ୧୦ ତୋଳା ସୁନା ଜବତ କରିଛି। ଏହି ସୁନାର ଦାମ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏସବୁ ବିଦେଶରେ ତିଆରି ହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି। ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ ହୋଇଥିବା ସୂଚନା ଦେଇଛି ଡିଆରଆଇ। ଏହି ସୁନାଗୁଡିକ ବିସ୍କୁଟ ଆକାରରେ ରଖାଯାଇଥିବାବେଳେ … Continue reading ଭୁବନେଶ୍ୱରରୁ ଜବତ ହେଲା ପାଖାପାଖି ଅଢେଇ କିଲୋଗ୍ରାମର ଚୋରା ସୁନା